ଭୁବନେଶ୍ବର ୩୦/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮। ପଜିଟିଭ ସଂଖ୍ୟା ୧୦,୪୯,୧୦୮ ଚିହ୍ନଟ ହୋଇଛନ୍ତି ୧୦,୩୮,୩୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୯୯୬ ସୁସ୍ଥ ସଂଖ୍ୟା ୧,୭୬,୪୦୨ ଚିକିତ୍ସିତ ସଂଖ୍ୟା ୧,୦୦୫, ମୃତ ସଂଖ୍ୟା ୧୫୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୦୯, ସୁସ୍ଥ ସଂଖ୍ୟା ୯୪,୨୨୧ ଚିକିତ୍ସିତ ସଂଖ୍ୟା ୧୨୯, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୧୭ ସୁସ୍ଥ ସଂଖ୍ୟା ୩୩,୪୦୫ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୩୧ ସୁସ୍ଥ ସଂଖ୍ୟା ୬୧,୩୮୭ ଚିକିତ୍ସିତ ସଂଖ୍ୟା ୧୪୯, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।