ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୫।

0 1,171

ଭୁବନେଶ୍ବର ୨୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୫। ପଜିଟିଭ ସଂଖ୍ୟା ୧୦,୪୭,୦୦୩ ଚିହ୍ନଟ ହୋଇଛନ୍ତି ୧୦,୩୬,୨୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୦୫୯ ସୁସ୍ଥ ସଂଖ୍ୟା ୧,୭୫,୩୬୨ ଚିକିତ୍ସିତ ସଂଖ୍ୟା ୧,୧୧୫, ମୃତ ସଂଖ୍ୟା ୧୫୭୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୯୦, ସୁସ୍ଥ ସଂଖ୍ୟା ୯୪,୦୩୮ ଚିକିତ୍ସିତ ସଂଖ୍ୟା ୧୯୩, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୯୧ ସୁସ୍ଥ ସଂଖ୍ୟା ୩୩,୩୮୯ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୧୨ ସୁସ୍ଥ ସଂଖ୍ୟା ୬୧,୩୨୧ ଚିକିତ୍ସିତ ସଂଖ୍ୟା ୯୬, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.