ଭୁବନେଶ୍ବର ୧୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୭୧। ପଜିଟିଭ ସଂଖ୍ୟା ୧୦,୪୪,୬୯୯ ଚିହ୍ନଟ ହୋଇଛନ୍ତି ୧୦,୩୩,୩୪୪ ଜଣ ସୁସ୍ଥ ହୋଇଥିବା ବେଳେ ୨,୯୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୭୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୯୧୦ ସୁସ୍ଥ ସଂଖ୍ୟା ୧,୭୩,୯୪୧ ଚିକିତ୍ସିତ ସଂଖ୍ୟା ୧,୪୦୦, ମୃତ ସଂଖ୍ୟା ୧୫୫୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୧୨, ସୁସ୍ଥ ସଂଖ୍ୟା ୯୩,୭୯୧ ଚିକିତ୍ସିତ ସଂଖ୍ୟା ୨୬୩, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୨ ସୁସ୍ଥ ସଂଖ୍ୟା ୩୩,୩୬୯ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୨୯ ସୁସ୍ଥ ସଂଖ୍ୟା ୬୧,୨୫୧ ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।