ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨୨।

0 1,154

ଭୁବନେଶ୍ବର ୦୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨୨। ପଜିଟିଭ ସଂଖ୍ୟା ୧୦,୪୨,୪୨୨ ଚିହ୍ନଟ ହୋଇଛନ୍ତି ୧୦,୩୦,୦୨୬ ଜଣ ସୁସ୍ଥ ହୋଇଥିବା ବେଳେ ୪,୦୦୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୪୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୫,୮୩୩ ସୁସ୍ଥ ସଂଖ୍ୟା ୧,୭୨,୩୧୯ ଚିକିତ୍ସିତ ସଂଖ୍ୟା ୧,୯୬୦, ମୃତ ସଂଖ୍ୟା ୧୫୪୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୭୧୧, ସୁସ୍ଥ ସଂଖ୍ୟା ୯୩,୫୦୦ ଚିକିତ୍ସିତ ସଂଖ୍ୟା ୩୫୪, ମୃତ ସଂଖ୍ୟା ୮୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୦ ସୁସ୍ଥ ସଂଖ୍ୟା ୩୩,୩୪୬ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୫୯ ସୁସ୍ଥ ସଂଖ୍ୟା ୬୧,୧୮୬ ଚିକିତ୍ସିତ ସଂଖ୍ୟା ୭୯ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.