ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୪୯।

0 1,138

ଭୁବନେଶ୍ବର ୨୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୪୯। ପଜିଟିଭ ସଂଖ୍ୟା ୧୦,୩୯,୮୧୮ ଚିହ୍ନଟ ହୋଇଛନ୍ତି ୧୦,୨୬,୭୭୪ ଜଣ ସୁସ୍ଥ ହୋଇଥିବା ବେଳେ ୪,୬୭୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୪,୫୫୭ ସୁସ୍ଥ ସଂଖ୍ୟା ୧,୭୦,୭୦୭ ଚିକିତ୍ସିତ ସଂଖ୍ୟା ୨,୩୦୫, ମୃତ ସଂଖ୍ୟା ୧୫୩୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୪୮୦, ସୁସ୍ଥ ସଂଖ୍ୟା ୯୩,୧୮୭ ଚିକିତ୍ସିତ ସଂଖ୍ୟା ୪୫୦, ମୃତ ସଂଖ୍ୟା ୪୩୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୯ ସୁସ୍ଥ ସଂଖ୍ୟା ୩୩,୩୩୦ ଚିକିତ୍ସିତ ସଂଖ୍ୟା ୧୪ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୦୪ ସୁସ୍ଥ ସଂଖ୍ୟା ୬୧,୧୧୦ ଚିକିତ୍ସିତ ସଂଖ୍ୟା ୧୦୦ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.