ଭୁବନେଶ୍ବର ୦୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୨। ପଜିଟିଭ ସଂଖ୍ୟା ୧୦,୨୯,୯୯୪ ଚିହ୍ନଟ ହୋଇଛନ୍ତି ୧୦,୧୬,୫୯୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୯,୭୧୦ ସୁସ୍ଥ ସଂଖ୍ୟା ୧,୬୫,୮୫୨ ଚିକିତ୍ସିତ ସଂଖ୍ୟା ୨,୩୪୭, ମୃତ ସଂଖ୍ୟା ୧୫୧୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୪୮୧, ସୁସ୍ଥ ସଂଖ୍ୟା ୯୨,୦୬୦ ଚିକିତ୍ସିତ ସଂଖ୍ୟା ୫୭୫, ମୃତ ସଂଖ୍ୟା ୮୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୭୪ ସୁସ୍ଥ ସଂଖ୍ୟା ୩୩,୨୬୪ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୦୩ ସୁସ୍ଥ ସଂଖ୍ୟା ୬୦,୯୪୬ ଚିକିତ୍ସିତ ସଂଖ୍ୟା ୭୦ ,ମୃତ ସଂଖ୍ୟା ୫୮୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।