ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୪୫ ।

0 1,243

ଭୁବନେଶ୍ବର ୨୮/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୪୫। ପଜିଟିଭ ସଂଖ୍ୟା ୧୦,୨୫,୩୦୯ ଚିହ୍ନଟ ହୋଇଛନ୍ତି ୧୦,୧୧,୪୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୭,୫୭୭ ସୁସ୍ଥ ସଂଖ୍ୟା ୧,୬୩,୬୮୦ ଚିକିତ୍ସିତ ସଂଖ୍ୟା ୨,୩୯୨, ମୃତ ସଂଖ୍ୟା ୧୪୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୯୨୬, ସୁସ୍ଥ ସଂଖ୍ୟା ୯୧,୪୫୨ ଚିକିତ୍ସିତ ସଂଖ୍ୟା ୬୩୫, ମୃତ ସଂଖ୍ୟା ୮୩୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୫୨ ସୁସ୍ଥ ସଂଖ୍ୟା ୩୩,୨୨୭ ଚିକିତ୍ସିତ ସଂଖ୍ୟା ୪୩ ମୃତ ସଂଖ୍ୟା ୪୭୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୪୧ ସୁସ୍ଥ ସଂଖ୍ୟା ୬୦,୮୭୬ ଚିକିତ୍ସିତ ସଂଖ୍ୟା ୮୨ ,ମୃତ ସଂଖ୍ୟା ୫୭୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୩ ସୁସ୍ଥ ସଂଖ୍ୟା ୧୧,୫୯୦ ଚିକିତ୍ସିତ ସଂଖ୍ୟା ୧୪,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.