ଭୁବନେଶ୍ବର ୨୨/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୩୪ । ପଜିଟିଭ ସଂଖ୍ୟା ୧୦,୨୧,୯୫୦ ଚିହ୍ନଟ ହୋଇଛନ୍ତି ୧୦,୦୮,୨୨୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୨୧ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୬,୧୮୦ସୁସ୍ଥ ସଂଖ୍ୟା ୧,୬୨,୨୩୨ ଚିକିତ୍ସିତ ସଂଖ୍ୟା ୨,୪୪୯, ମୃତ ସଂଖ୍ୟା ୧୪୮୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୫୧୪, ସୁସ୍ଥ ସଂଖ୍ୟା ୯୧,୦୩୫ ଚିକିତ୍ସିତ ସଂଖ୍ୟା ୬୪୬, ମୃତ ସଂଖ୍ୟା ୮୨୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୧୯ ସୁସ୍ଥ ସଂଖ୍ୟା ୩୩,୨୦୦ଚିକିତ୍ସିତ ସଂଖ୍ୟା ୩୮ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୮୯ ସୁସ୍ଥ ସଂଖ୍ୟା ୬୦,୮୨୬ ଚିକିତ୍ସିତ ସଂଖ୍ୟା ୮୭ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୪୧ ସୁସ୍ଥ ସଂଖ୍ୟା ୧୧,୬୪୩ ଚିକିତ୍ସିତ ସଂଖ୍ୟା ୧୭,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।