ଭୁବନେଶ୍ବର ୨୧/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୧୦ । ପଜିଟିଭ ସଂଖ୍ୟା ୧୦,୨୧,୨୧୬ ଚିହ୍ନଟ ହୋଇଛନ୍ତି ୧୦,୦୭,୬୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୩୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୫,୮୪୫ ସୁସ୍ଥ ସଂଖ୍ୟା ୧,୬୧,୯୯୬ ଚିକିତ୍ସିତ ସଂଖ୍ୟା ୨,୩୫୧, ମୃତ ସଂଖ୍ୟା ୧୪୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୪୨୩, ସୁସ୍ଥ ସଂଖ୍ୟା ୯୦,୯୫୮ ଚିକିତ୍ସିତ ସଂଖ୍ୟା ୬୩୩, ମୃତ ସଂଖ୍ୟା ୮୨୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୧୩ ସୁସ୍ଥ ସଂଖ୍ୟା ୩୩,୧୯୭ ଚିକିତ୍ସିତ ସଂଖ୍ୟା ୩୫ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୭୬ ସୁସ୍ଥ ସଂଖ୍ୟା ୬୦,୮୦୧ ଚିକିତ୍ସିତ ସଂଖ୍ୟା ୯୯ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୪୧ ସୁସ୍ଥ ସଂଖ୍ୟା ୧୧,୫୭୨ ଚିକିତ୍ସିତ ସଂଖ୍ୟା ୨୦ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।