ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୩୮।

0 1,253

ଭୁବନେଶ୍ବର ୦୭/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୩୮ । ପଜିଟିଭ ସଂଖ୍ୟା ୧୦,୧୨,୮୦୫ ଚିହ୍ନଟ ହୋଇଛନ୍ତି ୯,୯୭,୭୯୦ ଜଣ ସୁସ୍ଥ ହୋଇଥିବା ବେଳେ ୬,୯୦୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୬୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୨,୩୨୪ ସୁସ୍ଥ ସଂଖ୍ୟା ୧,୫୮,୧୮୩ ଚିକିତ୍ସିତ ସଂଖ୍ୟା ୨,୬୬୧, ମୃତ ସଂଖ୍ୟା ୧୪୭୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୩୦୯, ସୁସ୍ଥ ସଂଖ୍ୟା ୮୯,୬୨୮ ଚିକିତ୍ସିତ ସଂଖ୍ୟା ୮୬୪, ମୃତ ସଂଖ୍ୟା ୮୧୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୫୩ ସୁସ୍ଥ ସଂଖ୍ୟା ୩୩,୧୩୨ ଚିକିତ୍ସିତ ସଂଖ୍ୟା ୪୦ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୮୬ ସୁସ୍ଥ ସଂଖ୍ୟା ୬୦,୫୫୨ ଚିକିତ୍ସିତ ସଂଖ୍ୟା ୧୫୮ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୮ ସୁସ୍ଥ ସଂଖ୍ୟା ୧୧,୫୪୨ ଚିକିତ୍ସିତ ସଂଖ୍ୟା ୨୮ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.