ଭୁବନେଶ୍ବର ୦୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୧୯ । ପଜିଟିଭ ସଂଖ୍ୟା ୧୦,୦୮,୪୬୯ ଚିହ୍ନଟ ହୋଇଛନ୍ତି ୯,୯୩,୨୩୫ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୫୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୦,୭୨୧ ସୁସ୍ଥ ସଂଖ୍ୟା ୧,୫୬,୫୨୪ ଚିକିତ୍ସିତ ସଂଖ୍ୟା ୨,୭୨୮, ମୃତ ସଂଖ୍ୟା ୧୪୫୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୦୪ ସୁସ୍ଥ ସଂଖ୍ୟା ୮୯,୦୫୨ ଚିକିତ୍ସିତ ସଂଖ୍ୟା ୮୪୧, ମୃତ ସଂଖ୍ୟା ୮୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୨୦ ସୁସ୍ଥ ସଂଖ୍ୟା ୩୩,୧୦୧ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୮୨ ସୁସ୍ଥ ସଂଖ୍ୟା ୬୦,୪୭୮ ଚିକିତ୍ସିତ ସଂଖ୍ୟା ୧୨୮ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୯୭ ସୁସ୍ଥ ସଂଖ୍ୟା ୧୧,୫୨୪ ଚିକିତ୍ସିତ ସଂଖ୍ୟା ୨୫ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।