ଭୁବନେଶ୍ବର ୨୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪୯। ପଜିଟିଭ ସଂଖ୍ୟା ୧୦,୦୪,୦୫୯ ଚିହ୍ନଟ ହୋଇଛନ୍ତି ୯,୮୮,୦୯୦ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୬୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୯,୦୮୨ ସୁସ୍ଥ ସଂଖ୍ୟା ୧,୫୪,୩୯୪ ଚିକିତ୍ସିତ ସଂଖ୍ୟା ୩,୨୫୩, ମୃତ ସଂଖ୍ୟା ୧୪୨୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୧୮୯ ସୁସ୍ଥ ସଂଖ୍ୟା ୮୮,୪୪୮ ଚିକିତ୍ସିତ ସଂଖ୍ୟା ୧,୦୫୯, ମୃତ ସଂଖ୍ୟା ୬୭୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୮୪ ସୁସ୍ଥ ସଂଖ୍ୟା ୩୩,୦୬୬ ଚିକିତ୍ସିତ ସଂଖ୍ୟା ୪୧, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୮୪ ସୁସ୍ଥ ସଂଖ୍ୟା ୬୦,୪୧୫ ଚିକିତ୍ସିତ ସଂଖ୍ୟା ୯୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୮୦ ସୁସ୍ଥ ସଂଖ୍ୟା ୧୧,୫୦୯ ଚିକିତ୍ସିତ ସଂଖ୍ୟା ୨୩ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।