ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୧୧।

0 1,235

ଭୁବନେଶ୍ବର ୨୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୧୧ । ପଜିଟିଭ ସଂଖ୍ୟା ୧୦,୦୦,୦୮୪ ଚିହ୍ନଟ ହୋଇଛନ୍ତି ୯,୮୩,୨୪୫ ଜଣ ସୁସ୍ଥ ହୋଇଥିବା ବେଳେ ୯,୪୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୨୮୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୭,୬୫୭ ସୁସ୍ଥ ସଂଖ୍ୟା ୧,୫୨,୫୫୭ ଚିକିତ୍ସିତ ସଂଖ୍ୟା ୩,୬୮୦, ମୃତ ସଂଖ୍ୟା ୧୪୧୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୬୪୨ ସୁସ୍ଥ ସଂଖ୍ୟା ୮୭,୭୬୪ ଚିକିତ୍ସିତ ସଂଖ୍ୟା ୧,୨୮୬, ମୃତ ସଂଖ୍ୟା ୫୮୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୫୬ ସୁସ୍ଥ ସଂଖ୍ୟା ୩୩,୦୩୭ ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୩୪ ସୁସ୍ଥ ସଂଖ୍ୟା ୬୦,୩୩୫ ଚିକିତ୍ସିତ ସଂଖ୍ୟା ୧୨୫ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୭୨ ସୁସ୍ଥ ସଂଖ୍ୟା ୧୧,୪୮୩ ଚିକିତ୍ସିତ ସଂଖ୍ୟା ୪୧ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.