ଭୁବନେଶ୍ବର ୧୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୭୭ । ପଜିଟିଭ ସଂଖ୍ୟା ୯,୯୦,୦୭୫ ଚିହ୍ନଟ ହୋଇଛନ୍ତି ୯,୭୨,୭୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୬୮୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୬୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୩,୯୭୨ ସୁସ୍ଥ ସଂଖ୍ୟା ୧,୪୮,୯୧୯ ଚିକିତ୍ସିତ ସଂଖ୍ୟା ୩,୬୮୮, ମୃତ ସଂଖ୍ୟା ୧୩୫୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୨୪୯ ସୁସ୍ଥ ସଂଖ୍ୟା ୮୬,୪୫୭ ଚିକିତ୍ସିତ ସଂଖ୍ୟା ୧,୩୩୨, ମୃତ ସଂଖ୍ୟା ୪୫୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୦୨ ସୁସ୍ଥ ସଂଖ୍ୟା ୩୨,୯୮୨ ଚିକିତ୍ସିତ ସଂଖ୍ୟା ୫୦, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୦୧ ସୁସ୍ଥ ସଂଖ୍ୟା ୬୦,୨୧୩ ଚିକିତ୍ସିତ ସଂଖ୍ୟା ୧୧୮ ,ମୃତ ସଂଖ୍ୟା ୫୬୬, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୨୨ ସୁସ୍ଥ ସଂଖ୍ୟା ୧୧,୪୩୦ ଚିକିତ୍ସିତ ସଂଖ୍ୟା ୪୪ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।