ଭୁବନେଶ୍ବର ୦୯/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୮୬ । ପଜିଟିଭ ସଂଖ୍ୟା ୯,୮୭,୯୫୬ ଚିହ୍ନଟ ହୋଇଛନ୍ତି ୯,୬୯,୯୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୪୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୫୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୩,୨୧୭ ସୁସ୍ଥ ସଂଖ୍ୟା ୧,୪୮,୧୨୩ ଚିକିତ୍ସିତ ସଂଖ୍ୟା ୩,୭୬୯, ମୃତ ସଂଖ୍ୟା ୧୩୧୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୯୭୦ ସୁସ୍ଥ ସଂଖ୍ୟା ୮୬,୧୩୩ ଚିକିତ୍ସିତ ସଂଖ୍ୟା ୧,୩୯୨, ମୃତ ସଂଖ୍ୟା ୪୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୮୫ ସୁସ୍ଥ ସଂଖ୍ୟା ୩୨,୯୬୬ ଚିକିତ୍ସିତ ସଂଖ୍ୟା ୫୦, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୯୦ ସୁସ୍ଥ ସଂଖ୍ୟା ୬୦,୧୬୧ ଚିକିତ୍ସିତ ସଂଖ୍ୟା ୨୬୭ ,ମୃତ ସଂଖ୍ୟା ୫୫୮, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୧୪ ସୁସ୍ଥ ସଂଖ୍ୟା ୧୧,୪୧୬ ଚିକିତ୍ସିତ ସଂଖ୍ୟା ୫୦ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।