ଭୁବନେଶ୍ବର ୦୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୦୮ । ପଜିଟିଭ ସଂଖ୍ୟା ୯,୮୪,୭୩୧ ଚିହ୍ନଟ ହୋଇଛନ୍ତି ୯,୬୫,୩୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୦୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୩୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୨,୧୭୬ ସୁସ୍ଥ ସଂଖ୍ୟା ୧,୪୬,୮୪୨ ଚିକିତ୍ସିତ ସଂଖ୍ୟା ୪,୦୮୬, ମୃତ ସଂଖ୍ୟା ୧୨୩୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୬୨୦ ସୁସ୍ଥ ସଂଖ୍ୟା ୮୫,୪୮୭ ଚିକିତ୍ସିତ ସଂଖ୍ୟା ୧,୭୩୧, ମୃତ ସଂଖ୍ୟା ୩୯୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୭୦ ସୁସ୍ଥ ସଂଖ୍ୟା ୩୨,୯୪୭ ଚିକିତ୍ସିତ ସଂଖ୍ୟା ୫୫, ମୃତ ସଂଖ୍ୟା ୪୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୪୪ ସୁସ୍ଥ ସଂଖ୍ୟା ୬୦,୦୭୦ ଚିକିତ୍ସିତ ସଂଖ୍ୟା ୨୧୯ ,ମୃତ ସଂଖ୍ୟା ୫୫୧,
ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୯୮ ସୁସ୍ଥ ସଂଖ୍ୟା ୧୧,୩୯୪ ଚିକିତ୍ସିତ ସଂଖ୍ୟା ୫୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।
Prev Post
Next Post