ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୭୪ ।

0 1,331

ଭୁବନେଶ୍ବର ୦୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୭୪ । ପଜିଟିଭ ସଂଖ୍ୟା ୯,୮୩,୫୨୩ ଚିହ୍ନଟ ହୋଇଛନ୍ତି ୯,୬୩,୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୫୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୨୩୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୧,୭୭୭ ସୁସ୍ଥ ସଂଖ୍ୟା ୧,୪୬,୩୩୧ ଚିକିତ୍ସିତ ସଂଖ୍ୟା ୪,୨୧୭, ମୃତ ସଂଖ୍ୟା ୧୨୧୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୪୪୭ ସୁସ୍ଥ ସଂଖ୍ୟା ୮୫,୨୮୧ ଚିକିତ୍ସିତ ସଂଖ୍ୟା ୧,୭୭୫, ମୃତ ସଂଖ୍ୟା ୩୮୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୫୮ ସୁସ୍ଥ ସଂଖ୍ୟା ୩୨,୯୩୮ ଚିକିତ୍ସିତ ସଂଖ୍ୟା ୬୨, ମୃତ ସଂଖ୍ୟା ୪୫୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୨୪ ସୁସ୍ଥ ସଂଖ୍ୟା ୬୦,୦୫୯ ଚିକିତ୍ସିତ ସଂଖ୍ୟା ୨୧୦ ,ମୃତ ସଂଖ୍ୟା ୫୫୧,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୯୪ ସୁସ୍ଥ ସଂଖ୍ୟା ୧୧,୩୯୦ ଚିକିତ୍ସିତ ସଂଖ୍ୟା ୫୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.