ଯୋଗାଣ ସହାୟକ ସଂଘର କାର୍ଯ୍ଯକାରିଣୀ ବୈଠକ।

0 356

ବୁଗୁଡା,୦୪/୧୦(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.