ମାଲକାନଗିରି,ତା-୨୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୧,୬୫୭, ଚିକିତ୍ସିତ ସଂଖ୍ୟା ୩୭,୪୬୯, ମୃତ ସଂଖ୍ୟା ୭୦୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୩ ସହ ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୧୧୪, ସୁସ୍ଥ ସଂଖ୍ୟା ୨,୭୦୮,ଚିକିତ୍ସିତ ସଂଖ୍ୟା ୩୯୫ ଏବଂ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୩୦ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ବୋଲି ଜଣାପଡିଛି । (ରିପୋର୍ଟ – ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)