ମାଲକାନଗିରି,ତା-୧୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୭,୫୬୭, ଚିକିତ୍ସିତ ସଂଖ୍ୟା ୩୭,୨୩୯, ମୃତ ସଂଖ୍ୟା ୬୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୩ ସହ ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୦୫୧, ସୁସ୍ଥ ସଂଖ୍ୟା ୨,୬୬୪,ଚିକିତ୍ସିତ ସଂଖ୍ୟା ୩୭୬ ଏବଂ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୯ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ବୋଲି ଜଣାପଡିଛି । (ରିପୋର୍ଟ – ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ।)