ମଥୁରା ଠାରେ ଧାନ ମଣ୍ଡି ଉଦ୍‌ଘାଟିତ।

0 304

ପୋଲସରା, ୩୦/୧୨(ପିପିଟି): ପୋଲସରା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡି କୁ ଉଦଘାଟନ କରିଛନ୍ତି।ପୋଲସରା ବିଡିଓ,ତହସିଲଦାର ଓ ସରକାରୀ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.