ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ପକ୍ଷରୁ ୧୦୨ତମ ପ୍ରତିଷ୍ଠା ଦିବସ ପାଳିତ।

0 260

ଦିଗପହଣ୍ଡି,୧୭/୧୦(ପିପିଟି): ଦିଗପହଣ୍ଡି ସିପିଆଇ(ଏମ୍) ଆଞ୍ଚଳିକ କମିଟି ପକ୍ଷରୁ ପାର୍ଟି ର ୧୦୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବରିଷ୍ଟ ସାଥୀ ଅଶ୍ୱିନୀ କୁମାର ଦାସ ପାର୍ଟି ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ସାଥୀ କୁରେଶୁ ପଣ୍ଡା ,ସାଥୀ ପି ଶିବ ଶଙ୍କର , ସାଥୀ ସମ୍ଭବ କୁମାର ତ୍ରିପାଠୀ,ସାଥୀ ଅସିମ ଜ୍ୟୋତି ଦାସ, ଭାଗଚାଷୀ ଏ.ଘନ,ଏ.ହରି,ଏ.ସୂର୍ଯ୍ୟ ନାରାୟଣ ଯୋଗଦେଇଥିଲେ ଏବଂ ୧୭-୧୦-୧୯୨୦ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାକୁ ନେଇ ଆଲୋକପାତ କରାଯାଇଥିଲା। ପାର୍ଟିର ରାଜ୍ୟ କମିଟି ନିଷ୍ପତି କ୍ରମେ ବ୍ରାଞ୍ଚ ସ୍ତରରେ ଏହାକୁ ପାଳନ କରାଯାଇଥିଲା।

Leave A Reply

Your email address will not be published.