ଭଞ୍ଜନଗର,୩୦/୦୮(ପିପିଟି); ଗତକାଲି ରାତିରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୧୬ଜଣ କୋରନା ଆକ୍ରାନ୍ତ ଥିବା ବେଳେ ଭଞ୍ଜନଗର ମଧ୍ୟ ୧୭ଜଣ ଚିହ୍ନଟ ହୋଇଛନ୍ତି।ଭଞ୍ଜନଗର ମେନ ରୋଡ଼ ରୁ ୨ଜଣ,ଖାଲା ସାହି, ବାଇପାସ ରୋଡ଼, ଏଲ.ଆଇ.ସି କଲୋନୀ,ସମେତ ଆର.ଟି.ଓ ଅଫିସ ରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକର ଦର୍ପଙ୍ଗିଆ ରୁ ୪ଜଣ,ନବ ଗୋଛା ରୁ ୨ଜଣ,ବେଣା କୁନ୍ଦା,ଲଣ୍ଡେଇ ସାହି,ଲାଲସିଙ୍ଗ ଓ ମହାଗୁଡ଼ା ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।