ବୋଲଗଡ଼ ବ୍ଳକର ସଂରକ୍ଷଣ ତାଲିକା।

0 156

ବୋଲଗଡ଼,୦୯/୧୦(ପିପିଟି):ବୋଲଗଡ ବ୍ଳକର ପ୍ରତ୍ୟେକ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଅଛି। ମୋଟ ୧୯ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ପାଇଁ ଯଥାକ୍ରମେ ଅସରଳାଦଳ ଅଣସଂରକ୍ଷିତ, ଆରିକିମା ମହିଳା,କଡବ ମହିଳା,କଳାଙ୍ଗ ଅଣ ସଂରକ୍ଷିତ,ଖଙ୍ଗୁରିଆ ଅଣ ସଂରକ୍ଷିତ,ଗେଡିଆପଲୀ ମହିଳା, ଗୋପାଳପୁରୁ ପଛୁଆବର୍ଗ, ଡାବରଧୁଆପାଟଣା ଅନୁସୁଚୀତ ଜାତି ମହିଳା, ଦଳେଇସାହି ମହିଳା,ଧଳାପଥର ଅନୁସୂଚିତ ଜନଜାତି ମହିଳା, ପାଟପୁରୁସାସନ ମହିଳା, ପିଚୁକୁଳି ପଛୁଆବର୍ଗ ମହିଳା, ଫାସିଓଦା ଅଣସଂରକ୍ଷିତ,ବଡକୁମ୍ଭାରି ପଛୁଆ ବର୍ଗମହିଳା,ବାଙ୍କୋଇ ଦେଶ ପଛୁଆବର୍ଗ, ବୋଲଗଡ଼ ପଛୁଆ ବର୍ଗମହିଳା, ସାଗରଗୁଆଁ ମହିଳା,ସାନପଦର ଅଣସଂରକ୍ଷିତ ରହିଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.