ବିଜେପି ମଣ୍ଡଳ ସଭାପତିଙ୍କ ଇସ୍ତଫା, ବିଜେଡି ରେ ଯୋଗଦେବା ନେଇ ସୂଚନା ।

0 348

କୋଦଳା,୦୯/୦୨(ପିପିଟି): ବେଗୁନିଆପଡା ବ୍ଲକ ୪୬ ନମ୍ବର ଜୋନ ଅଙ୍ଗାର ଗାଁ ମଣ୍ଡଳ ବିଜେପି ସଭାପତି ପଦରୁ ନିରଞ୍ଜନ ସ୍ୱାଇଁଙ୍କ ଇସ୍ତଫା । ବେଗୁନିଆପଡା ବ୍ଲକରେ ବିଜେପି ର କୌଣସି ପ୍ରଭାବ ନଥିବା ତଥା ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚନ ପରିଚାଳନା ନିମନ୍ତେ ସଭାପତିଙ୍କ ଗୁରୁତ୍ୱ ନଥିବା ଅନୁଭବ କରି ଏହି ସଭାପତି ପଦରେ ରହିବା ମୂଲ୍ୟହୀନ ମନେକରି ନିଜର ଇସ୍ତଫା ପତ୍ରକୁ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡ଼ିଛି । ସେ ଖୁବ ଶୀଘ୍ର ବିଜେଡିରେ ମିଶିବା ନେଇ ଆଲୋଚନା ହେଉଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.