ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ।

0 576

ଭୁବନେଶ୍ୱର: ସି-ସୋର ଚିଟ୍ ଫଣ୍ଡ ଘଟଣାରେ ବିଜେଡିର ବରିଷ୍ଠ ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଛାନଭିନ୍ କରାଯାଇଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ନେଇ ଶୁଣାଯାଉଛି ।

Leave A Reply

Your email address will not be published.