ବିଜେଡିର ମିଶ୍ରଣ ପର୍ବ।

0 337

ବୁଗୁଡା,୦୬/୧୧(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ଗୋପୀନାଥ ମନ୍ଦିର ପରିସରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶଙ୍କୁରୁ ଗ୍ରାମର ଯୁଗଳ ଆରୁଖଙ୍କ ନେତୃତ୍ୱରେ ୨୦ ବିଜେପି ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.