ବୋଲଗଡ଼,୦୪/୦୭(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗର ଗୁଆଁ ଗ୍ରାମ ପଞ୍ଚାୟତ ର ବାଳସିଂହ ଗ୍ରାମରେ ବିଲରେ ଚରୁଥିବା ଦୁଇଟିଗାଈ ଓ ଗୋଟିଏ ବଳଦକୁ ଆଜି ଦିନ ଦୁଇଟା ବେଳେ ବଜ୍ରାଘାତ ହେବାରୁ ମୃତ୍ୟୁ ଘଟିଛି। ବାଳସିଂହ ଗ୍ରାମର ବଳଦଟି ସେଶଦେବ ମହାପାତ୍ର ଓ ଗାଈ ଦୁଇଟି ପୁରୁଷୋତ୍ତମ ଦଳେଇ ଓ ବିକ୍ରମ ଦଳେଇଙ୍କର ଅଟେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)