ପିପିଟିନ୍ୟୁଜ୍ ପ୍ରତିନିଧି ସମ୍ବର୍ଦ୍ଧିତ । ଜିଲ୍ଲାରାଜ୍ୟ ଖବର By Devasmita mohanty On Jul 19, 2024 0 356 Share ବୋଲଗଡ଼,୧୯/୦୭(ପିପିଟି) :ମା’କୁଣ୍ଡାଖାଇ ସେବାସଂଘ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥି ଏବଂ ବକ୍ତା ବରଣ୍ୟ ସାଧୁ ତଥା ଗୋ ସେବକ ବୃକ୍ଷବାବା ହରିଶ ଚରଣ ମହାରାଜାଜି ପିପିଟିନ୍ୟୁଜ୍ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 0 356 Share