କବିସୂର୍ଯ୍ୟନଗର,୦୯/୧୦(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କବିସୂର୍ଯ୍ୟନଗର ବ୍ଲକର ଅଧ୍ଯକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିଭଳି ପଞ୍ଚାୟତର ସରପଞ୍ଚ ଓ ସମିତି ପାଇଁ ମଧ୍ଯ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଆଠଗଡପାଟଣା ସରପଞ୍ଚ ମହିଳା,ସମିତି ଅଣସଂରକ୍ଷିତ, ଆମ୍ବପୁଆ ସରପଞ୍ଚ ପଛୁଆବର୍ଗ, ସମିତି ଅଣସଂରକ୍ଷିତ, କନିଆରୀ ସରପଞ୍ଚ ଅନୁସୂଚିତ ଜାତି,ସମିତି ଅନୁସୂଚିତ ଜାତି, ଖଜପଲ୍ଲୀ ସରପଞ୍ଚ ଅଣସଂରକ୍ଷିତ, ସମିତି ମହିଳା, ଗଙ୍ଗାପୁର ସରପଞ୍ଚ ପଛୁଆବର୍ଗ ମହିଳା,ସମିତି ମହିଳା,ଗୁଡିଆଳି ସରପଞ୍ଚ ପଛୁଆବର୍ଗ,ସମିତି ମହିଳା, ଜରଡ ସରପଞ୍ଚ ଓ ସମିତି ଅନୁସୂଚିତ ଜାତି ମହିଳା, ନନ୍ଦିଆଗଡା ସରପଞ୍ଚ ଓ ସମିତି ପଛୁଆବର୍ଗ ମହିଳା,ପାଇକଯମୁନା ସରପଞ୍ଚ ପଛୁଆବର୍ଗ ମହିଳା, ସମିତି ଅଣସଂରକ୍ଷିତ, ବଡମହୁରୀ ସରପଞ୍ଚ ଅଣସଂରକ୍ଷିତ, ସମିତି ଅନୁସୂଚିତ ଜନଜାତି ମହିଳା, ବରିଡା(ଏ) ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ ମହିଳା, ବାଉଁଶିଆ ସରପଞ୍ଚ ଓ ସମିତି ମହିଳା, ବାଲିଆସରା ସରପଞ୍ଚ ମହିଳା,ସମିତି ପଛୁଆବର୍ଗ ମହିଳା, ବୁଢାମ୍ବ ସରପଞ୍ଚ ଓ ସମିତି ଅଣସଂରକ୍ଷିତ, ବୋରସିଙ୍ଗ ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ, ବୋଲସର ସରପଞ୍ଚ ଓ ସମିତି ଅନୁସୂଚିତ ଜାତି ମହିଳା, ରିଷିପୁର ସରପଞ୍ଚ ଅଣସଂରକ୍ଷିତ, ସମିତି ପଛୁଆବର୍ଗ, ଶିଆଳିଆ ସରପଞ୍ଚ ଓ ସମିତି ମହିଳା, ସୁନାପଲ୍ଲୀ ସରପଞ୍ଚ ଓ ସମିତି ମହିଳା, ସୁନାରିଝୋଳା ସରପଞ୍ଚ ମହିଳା, ସମିତି ଅଣସଂରକ୍ଷିତ, ସୁବଳୟା ସରପଞ୍ଚ ଓ ସମିତି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ ।)