ବୋଲଗଡ଼,୦୧/୦୧(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗୁଆଁ ପଞ୍ଚାୟତରେ ଥିବା ବରିଷ୍ଠ ନାଗରିକ ନିବାସ ପରିସରରେ ସମାଜ ସେବୀ ପ୍ରକାଶ ଚନ୍ଦ୍ର ବାରିକ ନେତୃତ୍ୱରେ ଅନ୍ତେବାସୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଫୁଲଗଛ ଓ ଔଷଧୀୟ ବୃକ୍ଷରୋପଣ ଯଥା ଇଶ୍ୱରଝଟା, ମଲ୍ଲୀ,ଗୁଲୁବାସ,ଘିଁକୁଆଁରି ,ଅମୃତଭଣ୍ଡା, ପଣସ,ଟଗର, ବଉଳ ଇତ୍ଯାଦି ରୋପଣ କରାଯାଇଥିଲା। ତତ୍ ସହିତ କୁଇଜ୍ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)