ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୩,୩୩୭; ୨୪ ଘଣ୍ଟାରେ ସୁସ୍ଥ ୯୫,୮୮୦ ଏବଂ ମୃତ ସଂଖ୍ୟା ୧୨୪୭ ।

0 1,649

ନୂଆଦିଲ୍ଲୀ,୧୯/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୩,୩୩୭ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୯୫,୮୮୦ ଏବଂ ୧୨୪୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୫,୩୦୮,୦୧୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫,୬୧୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୨୦୮,୪୩୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୧୬୭,୪୯୬ ଆକ୍ରାନ୍ତ , ୮,୩୪,୪୩୨ ସୁସ୍ଥ ଏବଂ ୩୧,୭୯୧ ମୃତ । ଆନ୍ଧ୍ରପ୍ରଦେଶରେ ୬,୦୯,୫୫୮ ଆକ୍ରାନ୍ତ, ୫,୧୯,୮୯୧ ସୁସ୍ଥ ଏବଂ ୫,୨୪୪ ମୃତ । ତାମିଲନାଡୁରେ ୫,୩୦,୯୦୮ ଆକ୍ରାନ୍ତ, ୪,୭୫,୭୧୭, ସୁସ୍ଥ ଏବଂ ୮,୬୮୫ ମୃତ । କର୍ଣ୍ଣାଟକରେ ୫,୦୨,୯୮୨, ଆକ୍ରାନ୍ତ,୩,୯୪,୦୨୬, ସୁସ୍ଥ ଏବଂ ୭,୮୦୮ ମୃତ । ଉତ୍ତରପ୍ରଦେଶ ୩,୪୨,୭୮୮ ଆକ୍ରାନ୍ତ,୨,୭୦,୦୯୪ ସୁସ୍ଥ ଏବଂ ୪,୮୬୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.