ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୦,୧୨୩; ୨୪ ଘଣ୍ଟାରେ ସୁସ୍ଥ ୮୨,୯୬୧ ଏବଂ ମୃତ ସଂଖ୍ୟା ୧୨୯୦ ।

0 1,065

ନୂଆଦିଲ୍ଲୀ,୧୬/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୦,୧୨୩ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୮୨,୯୬୧ ଏବଂ ୧୨୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୫,୦୨୦,୩୫୯ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨,୦୬୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୯୪୨,୩୬୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୦୯୭,୮୫୬ ଆକ୍ରାନ୍ତ , ୭,୭୫,୨୭୩ ସୁସ୍ଥ ଏବଂ ୩୦,୪୦୯ ମୃତ । ଆନ୍ଧ୍ରପ୍ରଦେଶରେ ୫,୮୩,୯୨୫ ଆକ୍ରାନ୍ତ, ୪,୮୬,୫୩୧ ସୁସ୍ଥ ଏବଂ ୫,୦୪୧ ମୃତ । ତାମିଲନାଡୁରେ ୫,୧୪,୨୦୮ ଆକ୍ରାନ୍ତ, ୪,୫୮,୯୦୦, ସୁସ୍ଥ ଏବଂ ୮,୫୦୨ ମୃତ । କର୍ଣ୍ଣାଟକରେ ୪,୭୫,୨୬୫, ଆକ୍ରାନ୍ତ,୩,୬୯,୨୨୯, ସୁସ୍ଥ ଏବଂ ୭,୪୮୧ ମୃତ । ଉତ୍ତରପ୍ରଦେଶ ୩,୨୪,୦୩୬, ଆକ୍ରାନ୍ତ,୨,୫୨,୦୯୭ ସୁସ୍ଥ ଏବଂ ୪,୬୦୪ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.