ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୮୩,୮୦୯; ୨୪ ଘଣ୍ଟାରେ ସୁସ୍ଥ ୭୯,୨୯୨ ଏବଂ ମୃତ ସଂଖ୍ୟା ୧୦୫୪ ।

0 1,368

ନୂଆଦିଲ୍ଲୀ,୧୫/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୮୩,୮୦୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୭୯,୨୯୨ ଏବଂ ୧୦୫୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୯୩୦,୨୩୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୮୫୯,୩୯୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୦୭୭,୩୭୪ ଆକ୍ରାନ୍ତ , ୭,୫୫,୮୫୦ ସୁସ୍ଥ ଏବଂ ୨୯,୮୯୪ ମୃତ । ଆନ୍ଧ୍ରପ୍ରଦେଶରେ ୫,୭୫,୦୭୯ ଆକ୍ରାନ୍ତ, ୪,୭୬,୯୦୩ ସୁସ୍ଥ ଏବଂ ୪,୯୭୨ ମୃତ । ତାମିଲନାଡୁରେ ୫,୦୮,୫୧୧ ଆକ୍ରାନ୍ତ, ୪,୫୩,୧୬୫, ସୁସ୍ଥ ଏବଂ ୮,୪୩୪ ମୃତ । କର୍ଣ୍ଣାଟକରେ ୪,୬୭,୬୮୯, ଆକ୍ରାନ୍ତ,୩,୬୧,୮୨୩, ସୁସ୍ଥ ଏବଂ ୭,୩୮୪ ମୃତ । ଉତ୍ତରପ୍ରଦେଶ ୩,୧୭,୧୯୫, ଆକ୍ରାନ୍ତ,୨,୪୫,୪୧୭ ସୁସ୍ଥ ଏବଂ ୪,୪୯୧ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.