ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୭,୫୭୦; ୨୪ ଘଣ୍ଟାରେ ସୁସ୍ଥ ୮୧,୫୩୩ ଏବଂ ମୃତ ସଂଖ୍ୟା ୧୨୦୧ ।

0 1,651

ନୂଆଦିଲ୍ଲୀ,୧୨/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୭,୫୭୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୮୧,୫୩୩ ଏବଂ ୧୨୦୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୬୫୯,୯୮୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭,୪୭୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୬୨୪,୧୯୬ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୦୧୫,୬୮୧ ଆକ୍ରାନ୍ତ , ୭,୧୫,୦୨୩ ସୁସ୍ଥ ଏବଂ ୨୮,୭୨୪ ମୃତ । ଆନ୍ଧ୍ରପ୍ରଦେଶରେ ୫,୪୭,୬୮୬ ଆକ୍ରାନ୍ତ, ୪,୪୬,୭୧୬ ସୁସ୍ଥ ଏବଂ ୪,୭୭୯ ମୃତ । ତାମିଲନାଡୁରେ ୪,୯୧,୫୭୧ ଆକ୍ରାନ୍ତ, ୪,୩୫,୪୨୨, ସୁସ୍ଥ ଏବଂ ୮,୨୩୧ ମୃତ । କର୍ଣ୍ଣାଟକରେ ୪,୪୦,୪୧୧, ଆକ୍ରାନ୍ତ,୩,୩୪,୯୯୯, ସୁସ୍ଥ ଏବଂ ୭,୦୬୭ ମୃତ । ଉତ୍ତରପ୍ରଦେଶ ୨,୯୯,୦୪୫, ଆକ୍ରାନ୍ତ,୨,୨୭,୪୪୨ ସୁସ୍ଥ ଏବଂ ୪,୨୮୨ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.