ନୂଆଦିଲ୍ଲୀ,୦୪/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୮୩,୩୪୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୬,୬୫୯ ଏବଂ ୧୦୯୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୯୩୬,୭୪୭ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮,୪୭୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୦୩୭,୧୫୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୮,୪୩,୮୪୪ ଆକ୍ରାନ୍ତ , ୬,୧୨,୪୮୪ ସୁସ୍ଥ ଏବଂ ୨୫,୫୮୬ ମୃତ । ଆନ୍ଧ୍ରପ୍ରଦେଶରେ ୪,୬୫,୭୩୦ ଆକ୍ରାନ୍ତ, ୩,୫୮,୦୦୯ ସୁସ୍ଥ ଏବଂ ୪,୨୦୦ ମୃତ । ତାମିଲନାଡୁରେ ୪,୪୫,୮୫୧ ଆକ୍ରାନ୍ତ, ୩,୮୬,୧୭୩, ସୁସ୍ଥ ଏବଂ ୭,୬୦୮ ମୃତ । କର୍ଣ୍ଣାଟକରେ ୩,୭୦,୨୦୬, ଆକ୍ରାନ୍ତ,୨,୬୮,୦୩୫, ସୁସ୍ଥ ଏବଂ ୬,୦୫୪ ମୃତ । ଉତ୍ତରପ୍ରଦେଶ ୨,୪୭,୧୦୧, ଆକ୍ରାନ୍ତ,୧,୮୫,୮୧୨ ସୁସ୍ଥ ଏବଂ ୩,୬୯୧ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।