ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୮୩,୮୮୩; ୨୪ ଘଣ୍ଟାରେ ସୁସ୍ଥ ୬୮,୫୮୪ ଏବଂ ମୃତ ସଂଖ୍ୟା ୧୦୪୩ ।

0 1,285

ନୂଆଦିଲ୍ଲୀ,୦୩/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ନୂତନ ଆକ୍ରାନ୍ତ ୮୩,୮୮୩ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୮,୫୮୪ ଏବଂ ୧୦୪୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୮୫୩,୪୦୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭,୩୭୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୯୭୦,୪୯୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୮,୨୫,୭୩୯ ଆକ୍ରାନ୍ତ , ୫,୯୮,୪୯୬ ସୁସ୍ଥ ଏବଂ ୨୫,୧୯୫ ମୃତ । ଆନ୍ଧ୍ରପ୍ରଦେଶରେ ୪,୫୫,୫୩୧ ଆକ୍ରାନ୍ତ, ୩,୪୮,୩୩୦ ସୁସ୍ଥ ଏବଂ ୪,୧୨୫ ମୃତ । ତାମିଲନାଡୁରେ ୪,୩୯,୯୫୯ ଆକ୍ରାନ୍ତ, ୩,୮୦,୦୬୩, ସୁସ୍ଥ ଏବଂ ୭,୫୧୬ ମୃତ । କର୍ଣ୍ଣାଟକରେ ୩,୬୨,୩୧୪, ଆକ୍ରାନ୍ତ,୨,୬୦,୯୧୩, ସୁସ୍ଥ ଏବଂ ୫,୯୫୦ ମୃତ । ଉତ୍ତରପ୍ରଦେଶ ୨,୪୧,୪୩୯, ଆକ୍ରାନ୍ତ,୧,୮୧,୩୬୪ ସୁସ୍ଥ ଏବଂ ୩,୬୧୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.