ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୯,୯୨୧; ୨୪ ଘଣ୍ଟାରେ ସୁସ୍ଥ ୬୫,୦୮୧ ଏବଂ ମୃତ ସଂଖ୍ୟା ୮୧୯ ।

0 1,578

ନୂଆଦିଲ୍ଲୀ,୧/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୯,୯୨୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୫,୦୮୧ ଏବଂ ୮୧୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୬୯୧,୧୬୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫,୨୮୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୮୩୯,୮୮୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୯୨,୫୪୧ ଆକ୍ରାନ୍ତ , ୫,୭୩,୫୫୯ ସୁସ୍ଥ ଏବଂ ୨୪,୫୮୩ ମୃତ । ଆନ୍ଧ୍ରପ୍ରଦେଶରେ ୪,୩୪,୭୭୧ ଆକ୍ରାନ୍ତ, ୩,୩୦,୫୨୬ ସୁସ୍ଥ ଏବଂ ୩,୯୬୯ ମୃତ । ତାମିଲନାଡୁରେ ୪,୨୮,୦୪୧ ଆକ୍ରାନ୍ତ, ୩,୬୮,୧୪୧ ସୁସ୍ଥ ଏବଂ ୭,୩୨୨ ମୃତ । କର୍ଣ୍ଣାଟକରେ ୩,୪୨,୪୨୩ ଆକ୍ରାନ୍ତ,୨,୪୯,୪୬୭ ସୁସ୍ଥ ଏବଂ ୫,୭୦୨ ମୃତ । ଉତ୍ତରପ୍ରଦେଶ ୨,୩୦,୪୧୪, ଆକ୍ରାନ୍ତ,୧,୭୨,୧୪୦ ସୁସ୍ଥ ଏବଂ ୩,୪୮୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.