ତନରଡ଼ା ବଳମୁକୁନ୍ଦ ମନ୍ଦିର ପୁନଃ ଉଦ୍ଧାର ପାଇଁ ଶୁଭ ଦେଲେ ବିଧାୟକ ।

0 368

ଗାଙ୍ଗପୁର,୨୬/୧୧(ପିପିଟି):ବେଲଗୁଣ୍ଠା ବ୍ଲକ ନୁଆଁ ତନରଡ଼ା ଠାରେ ଥିବା ବଳମୁକୁନ୍ଦ ମନ୍ଦିରକୁ ଭାଙ୍ଗି ପୁଣି ନୂତନ ମନ୍ଦିର ପାଇଁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଶୁଭ ପାଇଥିଲେ । ଅନ୍ୟତମ ଅତିଥି ରୂପେ ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ଅମିତ କୁମାର ନାୟକ, ସରପଞ୍ଚ ଅନିଲ କୁମାର ପାଠୀ, ଯୁବ ନେତା ଅଯୋଧ୍ୟା ବେହେରା, ବରିଷ୍ଠ ନେତା ରାଜକିଶୋର ବିଷୋୟୀ, ପୂର୍ବତନ ସରପଞ୍ଚ ତ୍ରିଲୋଚନ ଜେନା, ରବୀନ୍ଦ୍ର କୁମାର ସାହୁ, ଶରତ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୁରୁନାଥ ମହାନ୍ତି,ଦେବରାଜ ଜେନା, ମଧୁସୂଦନ ଜେନା,ବଳରାମ ବେହେରା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.