ଜୋନ ନଂ ୪ ରେ ବିଜେଡିର ସାଙ୍ଗଠନିକ ସଭା।

0 252

ତିର୍ତ୍ତୋଲ,୦୪/୦୨(ପିପିଟି); ତିର୍ତ୍ତୋଲ ବ୍ଲକ୍ ଜିଲ୍ଲା ପରିଷଦ ଜୋନ ନଂ ୪ ରେ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନୀ ସଭା ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ତିର୍ତ୍ତୋଲ ବ୍ଲକ୍ ଵିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ପୌରହିତ୍ୟରେ
ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗଣ ଶିକ୍ଷାମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସମୀର ଦାଶ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ପରିଷଦ ୪ ନମ୍ବର ଜୋନର କଟରା,ତୁଳଙ୍ଗ,ଗରାମ,ପିପଳମାଧଵ,ବୋଧେଇ,ଇଵ୍ରିସିଂ,ଜଗନ୍ନାଥପୁର ପ୍ରଭୃତି ପଞ୍ଚାୟତର ବିଜୁ ଜନତା ଦଳର କର୍ମୀଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.