ଜରାଜୀର୍ଣ୍ଣ ଅବସ୍ଥାରେ ରୋଷେଇ ଗୃହ।

0 351

ପୋଲସରା,୧୩/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ଉଚ୍ଚ ବିଦ୍ୟାଳୟର ରୋଷେଇ ଗୃହ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ। ୨୦୦୭- ୦୮ ଆର୍ଥିକ ବର୍ଷରେ ୬୦୦୦୦ ଟଙ୍କାରେ ରୋଷେଇ ଗୃହଟି ନିର୍ମାଣ ହୋଇଥିଲା। ବିପଦସଙ୍କୁଳ ଅବସ୍ଥାର ଥିବା ରୋଷେଇ ଗୃହର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.