ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ।

0 274

ପୋଲସରା, ୦୧/୦୮(ପିପିଟି) : ବିଶ୍ବର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆରମ୍ଭ ହେଇଥିବା 2024-25 ଶିକ୍ଷ୍ୟା ବର୍ଷ ପାଇଁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ପୋଲସରା ନଗର୍ ପକ୍ଷରୁ ପଲିଶ୍ରୀ ମହିଳା ମହାବିଦ୍ୟାଳୟ, ପୋଲସରା ବିଦ୍ୟାର୍ଥୀ ମାନଙ୍କ ସହିତ ଆଲୋଚନା କରି ସଦସ୍ୟତା କରାଯିବା ସହ ପୋଷ୍ଟରିଂ କରାଯାଇଛି। ଏହା ସହ ଆଗାମୀ ଦିନରେ ଏବିଭିପି ପୋଲସରା ନଗର୍ ପ୍ରତ୍ୟେକ ମହାବିଦ୍ୟାଳୟ କୁ ଜାଇ ଏବିଭିପି 2000 ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ରଖିଛି ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା ଛାତ୍ର ସସଦ ନିର୍ବାଚନ ଚଳିତ ବର୍ଷ କରିବା ପାଇଁ ଦାବି କରିବା ସହ ଏବିଭିପି ସର୍ବଦା ପ୍ରସ୍ତୁତ ବୋଲି ଏବିଭିପି ପୋଲସାରା ଅଞ୍ଚଳର ଛାତ୍ର ଛାତ୍ରୀ ମାନେ କହିଛନ୍ତି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.