ଘୋଡାପଲାଣ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ୧୧ ୱାର୍ଡ ମେମ୍ବର ଅପ୍ରତିଦ୍ବନ୍ଦୀ

0 410

ପୋଲସରା,୨୪/୦୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥି ଧିରେନ୍ଦ୍ର କୁମାର ସେଠି ଓ ୧୧ ଜଣ ୱାର୍ଡ ମେମ୍ବର ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ନବ ନିର୍ବାଚିତ ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବିଜେପି ନେତା ତଥା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପଞ୍ଚାୟତ ହେଉଛି ଘୋଡାପଲାଣ।

Leave A Reply

Your email address will not be published.