ଗଞ୍ଜାମ ଦ୍ବିତୀୟ ସ୍ଥାନକୁ ଖସିଲା, ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୭ ।

0 1,359

ବ୍ରହ୍ମପୁର ,ତା-୦୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୪,୦୭୩, ଚିକିତ୍ସିତ ସଂଖ୍ୟା ୨୮,୭୬୩, ମୃତ ସଂଖ୍ୟା ୫୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୩୪୫, ସୁସ୍ଥ ସଂଖ୍ୟା ୧୬,୭୯୪,ଚିକିତ୍ସିତ ସଂଖ୍ୟା ୧,୩୪୬ ଏବଂ ମୃତ ସଂଖ୍ୟା ୧୯୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୩୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୭ ବୋଲି ଜଣାପଡିଛି ।

Leave A Reply

Your email address will not be published.