ବ୍ରହ୍ମପୁର,ତା-୨୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୯,୩୭୯, ଚିକିତ୍ସିତ ସଂଖ୍ୟା ୩୮,୧୫୮, ମୃତ ସଂଖ୍ୟା ୭୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୭୧୦, ସୁସ୍ଥ ସଂଖ୍ୟା ୧୯,୨୧୮,ଚିକିତ୍ସିତ ସଂଖ୍ୟା ୨୪୭ ଏବଂ ମୃତ ସଂଖ୍ୟା ୨୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫ ବୋଲି ଜଣାପଡିଛି ।