ବ୍ରହ୍ମପୁର,ତା-୨୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୫,୬୭୫, ଚିକିତ୍ସିତ ସଂଖ୍ୟା ୩୭,୬୮୪, ମୃତ ସଂଖ୍ୟା ୭୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୬୭୫, ସୁସ୍ଥ ସଂଖ୍ୟା ୧୯,୧୮୨,ଚିକିତ୍ସିତ ସଂଖ୍ୟା ୨୬୯ ଏବଂ ମୃତ ସଂଖ୍ୟା ୨୧୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭ ବୋଲି ଜଣାପଡିଛି ।