ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧ ।

0 1,114

ବ୍ରହ୍ମପୁର,ତା-୨୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୧,୬୫୭, ଚିକିତ୍ସିତ ସଂଖ୍ୟା ୩୭,୪୬୯, ମୃତ ସଂଖ୍ୟା ୭୦୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୬୧୮, ସୁସ୍ଥ ସଂଖ୍ୟା ୧୯,୧୧୫,ଚିକିତ୍ସିତ ସଂଖ୍ୟା ୨୭୯ ଏବଂ ମୃତ ସଂଖ୍ୟା ୨୧୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୩୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧ ବୋଲି ଜଣାପଡିଛି ।

Leave A Reply

Your email address will not be published.