ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୫ ।

0 1,051

ବ୍ରହ୍ମପୁର ,ତା-୧୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୯,୮୫୯, ଚିକିତ୍ସିତ ସଂଖ୍ୟା ୩୬,୫୮୦, ମୃତ ସଂଖ୍ୟା ୬୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୪୪୪, ସୁସ୍ଥ ସଂଖ୍ୟା ୧୮,୮୮୬,ଚିକିତ୍ସିତ ସଂଖ୍ୟା ୩୩୫ ଏବଂ ମୃତ ସଂଖ୍ୟା ୨୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୫ ବୋଲି ଜଣାପଡିଛି ।

Leave A Reply

Your email address will not be published.