ବ୍ରହ୍ମପୁର ,ତା-୧୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୨,୦୨୪, ଚିକିତ୍ସିତ ସଂଖ୍ୟା ୩୫,୯୨୮, ମୃତ ସଂଖ୍ୟା ୬୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୩୦୧, ସୁସ୍ଥ ସଂଖ୍ୟା ୧୮,୬୯୧,ଚିକିତ୍ସିତ ସଂଖ୍ୟା ୩୮୭ ଏବଂ ମୃତ ସଂଖ୍ୟା ୨୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୪୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୬ ବୋଲି ଜଣାପଡିଛି ।