ବ୍ରହ୍ମପୁର ,ତା-୧୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୮,୬୪୨, ଚିକିତ୍ସିତ ସଂଖ୍ୟା ୩୫,୬୭୩, ମୃତ ସଂଖ୍ୟା ୬୩୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୨୫୫, ସୁସ୍ଥ ସଂଖ୍ୟା ୧୮,୫୯୭,ଚିକିତ୍ସିତ ସଂଖ୍ୟା ୪୩୫ ଏବଂ ମୃତ ସଂଖ୍ୟା ୨୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୯୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ବୋଲି ଜଣାପଡିଛି ।